ମୋ କବିତା
ଗଜାନନ ମିଶ୍ର
ପଢ ନା
ଜାଣେ
ମୋ କବିତା
ଭଲ ଲାଗେ ନା।
ଭଲ ଲାଗେ ନା
ଏତେସେତେ ମିଠା
ଭଲ ଲାଗେ ନା
କଟୁ ତିକ୍ତ କଷା।
ଏଇଟା କବିତା
ଏଇଟା ସଳିତା
ଏଇଥିରେ ଦିଶେ
କିଛି କିଛି ରାସ୍ତା।
ରାସ୍ତାକୁ ନେଇ
ଏଠାକାର ଏ ଚର୍ଚ୍ଚା
ଧୈର୍ଯ୍ଯ ରଖ
ଦେଖିବ ଆକାଶ ଫର୍ଚ୍ଚା।
ତପୋବନ,ଟିଟିଲାଗଡ,ବଲାଙ୍ଗୀର
26/10/2020
In English;
Read not
My poetry
If you do not
Like it.
This poem has not been translated into any other language yet.
I would like to translate this poem
I read and i liked it. Keep writing we keep reading whether we like it or not