Sabuthu bhala setebele
Jetebele gachhathu aahuri sahistnu.
Sabuthu bhala setebele
Jetebele anyaku dien sammana.
Sabuthu bhala mu setebele
Jetebele mu namra o dhira.
In Brahmi script; -
ସବୁଠୁ ଭଲ
ମୁଁ ସବୁଠୁ ଭଲ
ସେତେବେଳେ
ଯେତେବେଳେ ମୁଁ
ହୁଏଁ ଗଛଠୁ
ଆହୁରି ସହିଷ୍ଣୁ ।
ସବୁଠୁ ଭଲ
ସେତେବେଳେ
ଯେତେବେଳେ
ଅନ୍ୟକୁ ଦିଏଁ
ସମ୍ମାନ ।
ସବୁଠୁ ଭଲ
ସେତେବେଳେ
ଯେତେବେଳେ
ମୁଁ ହୁଏଁ
ନମ୍ର ଓ ଧୀର ।