ବଦଳି ଯିବ ପ୍ରକୃତି Nature Would Change Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ବଦଳି ଯିବ ପ୍ରକୃତି Nature Would Change

ସେଇଟା ଇ
ଗଜାନନ ମିଶ୍ର

ଭୁଲ ହେବ ନି ମୋ କଥା,
ବାହାରିଗଲା ପାଟିରୁ ଅର୍ଥ
ହେବ ସେଇଟା ଇ
ବଦଳି ଯିବ ପ୍ରକୃତି।

ସର୍ପ ବ୍ୟାଘ୍ର
ଆପେ ଛାଡିବେ ବାଟ
ଚାଲୁ ଥାଅ ପାଦେ ପାଦେ
ଆଗେଇ ଆଗେଇ।

ଯେତେ ଘୂରାଫେରା
କରୁଛ ତ କର
ବୁଝ ମୋ କହିଲା କଥା ଇ।
ବୁଝି ଅବୁଝା ହେଉଛ ଯଦି
ନସିଲା କଥା ସେଇଠି।

ଭୁଲ ନୁହଁ ମୋ କଥା
ଚପ୍ କିନା, ରହ
ଲାଗିବ ଅଠା,
ଚୁପି ଚୁପି ଯିବ ପଳେଇ
କାଣି ବିଲେଇ।

ତପୋବନ, ଟିଟିଲାଗଡ, ବଲାଙ୍ଗୀର
17/12/2020

Thursday, December 17, 2020
Topic(s) of this poem: nature
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success