ନିଆଳିରେ ହେଉଛି କଣ?
ନିଆଳିରେ ହେଟାବାଘ
ନା ରାମଶିଆଳ -
କାହାର ରାଜୁତି,
କାହାର ଦିନ!
କଣ ପାଇଁ ଲୋକେ ହନ୍ତସନ୍ତ,
ଲୋକେ କ୍ଷତିଗ୍ରସ୍ତ, ଆତଙ୍କିତ!
ନିରୀହ ମେଣ୍ଢା ମୃତ,
କଲିଜା ଅପହୃତ ।
ରକ୍ଷା କରିବାକୁ ଅଛ କିଏ?
ଲୋକଙ୍କ ଟଙ୍କାରେ ମସ୍ତିକରି
ପଡିଛ ଶୋଇ ନିଘୋଡ ନିଦରେ ।
କେମିତି କାହାକୁ କରିବ ରକ୍ଷା
ଧନ୍ୟ ମନ୍ତ୍ରୀ ପାରିଷଦ, ପାଉ ନ ରାସ୍ତା!
This poem has not been translated into any other language yet.
I would like to translate this poem