ଆଲୁଅ ଅନ୍ଧାର ନାହିଁ ଭେଦ No Difference Light Dark Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଆଲୁଅ ଅନ୍ଧାର ନାହିଁ ଭେଦ No Difference Light Dark

ଅଛ, ଦେଖି ପାରୁଛି ତ ସ୍ପଷ୍ଟ
ଗଜାନନ ମିଶ୍ର

ଅଛ,
ଦେଖି ପାରୁଛି ତ ସ୍ପଷ୍ଟ।
ଏଇଟା ଦିନ,
ଆମର ଅଛି ଜୀବନ।

ନିତ୍ଯ
ଚାଲିଛି ଭ୍ରମଣ ।
ନିତ୍ଯ
ନିର୍ବାଣ।

କିଏ କେତେ ବଳବନ୍ତ
ନାହିଁ ଆଦିଅନ୍ତ।
ଯୋଜନ ଯୋଜନ
ସବୁ ବିଦ୍ୟମାନ।

ସ୍ତୁତି ଆଶୀର୍ବାଦ
ନାହିଁ ପ୍ରମାଣ।
ଚାଲିଛି ସଦା
ସୂର୍ଯ୍ୟମୟ ନିର୍ମାଣ।

ଅଛ ବର୍ତ୍ତମାନ
ସଦା ଦିନ।
ଶୁଣ ଆଉ ଜାଣ
କହନ୍ତି କାହାକୁ ଅରୁଣ।

ଜ୍ୟୋତିମଣ୍ଡଳ ସଂଚାର
କୀଟୁବ୍ରହ୍ମ ସଭିଙ୍କର।
ଆଲୁଅ ଅନ୍ଧାର ନାହିଁ ଭେଦ
ଦୁଆରୁ ଦୁଆର।

ତପୋବନ, ଟିଟିଲାଗଡ, ବଲାଙ୍ଗୀର
15/03/2020

Sunday, March 15, 2020
Topic(s) of this poem: life
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success