କହି ନି,
କହେଁ କି ନ କହେଁ
ଏଠି ସ୍ଥାନ ନାଇଁ।
ହର୍ଷ, ଆନନ୍ଦ-
ଜୀବନ।
କୁହ କି
ନ କୁହ ହଁ-
ସଦା ଧାବମାନ।
ଗଦା ସବୁ,
ବାଛି ନେବାକୁ
ନାହିଁ ମନ।
ଏକେଲା ମୁଁ
ଏକେଲା ନୁହଁ।
ତୁମ ସହିତ ମୁଁ ପୂର୍ଣ।
This poem has not been translated into any other language yet.
I would like to translate this poem