ଜଣା ମତେ
କଣ କଣ କହନ୍ତି
ଏ ଶବ୍ଦମାନେ ।
ଆଉ ଜଣା
ଏ ଶବ୍ଦଙ୍କୁ ଧରି
ଯାଇ ହୁଏ କୋଉ ଯାଏ।
ଏ ଶବ୍ଦଙ୍କ ସହିତ
ମୋ ସଂପର୍କ
ବହୁତ ପୁରୁଣା।
ଆଉ ଏ ଶବ୍ଦମାନେ
ନେଇ ପାରନ୍ତି କୋଉ ଯାଏ
ମତେ ନୁହଁ ଅଜଣା।
This poem has not been translated into any other language yet.
I would like to translate this poem