ନେଇଁ ହୁଏ କିଛୁ Nothing Would Happen Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ନେଇଁ ହୁଏ କିଛୁ Nothing Would Happen

Rating: 5.0

କୁଁଡା ଭୁରି
ଗଜାନନ ମିଶ୍ର

ଜା ବୋ ଜା,
ନେଇଁ ହୁଏ କିଛୁ,
ହେବାର ନେଇଁ ନ କିଛୁ,
କୁଁଡା ଭୁରି ଇଟା,
ଡରବାର ନେଇଁ ନ କିଛୁ।

ରସରସେଇ ଆନୁଛେ ବଏଲେ
କାଁ କରବୁ ଜାନିଛୁ?
ସୁରସୋତେଲେ ଲେସୁନ ଅଦା
କଡକଡେଇ ଦେବୁ
ଦୁଇଗଫା କରବୁ।
ଅଗଲିଗଲାଟା ଦେହେମୁଡେ
ଗୁଡେହାତେ ରଗଡେଇ ଆନବୁ।
ଆରୁ କାଣା ହେଲା ନ ବଲୁଛୁ!

ନେଇଁ ହୁଏ କିଛୁ।
ହେବାରଥିଲେ କାଣା
ହେତା ନ ବୋ!
ମାଏଟ କେଁ
ହେବାରଥିଲା ଆକାଶ!
ଜନ୍ କେଁ
ଦେବାରଥିଲା ଜୁଏ!
ବିଛୁ କେଁ ଦେବାରଥିଲା
ହେମାଲଧୁକାର ସେକ୍।

ଜେନ ଚେରେ ଗଉଥିଲା
କେନଆଡକେ ଭାଗଲା!
ଭଁଡାରକୁନର ମେଘ ଭି
ଠକିଦେଲା, ଆରୁ କେନଆଡେ
ଗଲା ଭାଗି।
ଖରାତରାଥି ଏତକିସେତକି
ଭାଜୁରକୁଟୁର ହଉନ ହଉନ
ଟୁଡା ପୁରିଆଏଲା, ନେଲା ଭସେଇ
କେନଟା କେନକେନଆଡେ।

କଥାର କଥା ଭିତରକେ
ନେଇଁ ନିଅ ନ,
ରାଂଜେ ନେଇଁ ମାଡଲାତକ୍
ନେଇଁ ପାର କହି
ହେବା କି ଖପବା!
ଜଦରଭି ଅଛ, ଥ, ଜଗି ଥ,
ଫେର ନିଆଅନା କଲାବେଲକେ
ଜରୁରତ ହେଲେ କହେବ!

ତପୋବନ, ଟିଟିଲାଗଡ, ବଲାଙ୍ଗିର
19/8/2019

Monday, August 19, 2019
Topic(s) of this poem: rain
POET'S NOTES ABOUT THE POEM
Language - kosli, script - brahmi
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success