ବିଷଧର ସର୍ପ, ଉତପାତିଆ ମାଙ୍କଡ,
ଡାହାଳ କୁକୁର, ହେଟା ବାଘ, ବିଲୁଆ,
ଗହଣରେ ଏବେ ବିତୁଛି ଜୀବନ ।
ଝଡ ବତାସ, ବର୍ଷା, ମେଘ ଘଡଘଡି,
କିଟିକିଟି ଅନ୍ଧାର ଭିତରେ ମତେ
ହେଉଛି ନେବାକୁ ମିଂଜି ମିଂଜି ଡିବିରି ।
ପାଦତଳେ କାଚଖଣ୍ଡ, କଣ୍ଟାବୁଦା,
ମାଙ୍କଡା ପଥର, କାଦୁଅ, ପୋକଯୋକ ।
This poem has not been translated into any other language yet.
I would like to translate this poem