ଭୋର ଆସୁ
ଆଉ ମୁଁ ଶୁଣେ
ଗଜାନନ, ଉଠ,
ଆଉ ଲେଖ କବିତା ।
ମତେ ଲେଖିବାକୁ ଦିଅ
କବିତା ତୁମ ନାମରେ ।
ଦିଅ ଗାଧୋଇବାକୁ
ତୁମ ପ୍ରେମରେ ।
ଖୁସିରେ ସତ୍ୟକୁ
ଆପଣେଇ ନିଅ ଜୀବନରେ ।
ସ୍ଵପ୍ନକୁ ସାକାର
କରିବାକୁ ଦିଅ ଗୀତରେ ।
ପ୍ରେମ ହିଁ ସତ୍ୟ,
ସ୍ଵପ୍ନ ହିଁ ସତ୍ୟ,
ଜାଣିବାକୁ ଦିଅ ମତେ ।
Really love is the truth, Dreams are here with the truth. Life is the mixture of all love, all truth and all dreams.Let us enjoy life with poetry - the source of life.