ଡର ମୋର
ସେଇ ବ୍ରାହ୍ମଣୀ ମଇନା ।
ନଈଟି ବହୁଥିଲା
କି ବହୁ ନ ଥିଲା
ଯେମିତି ଥିଲା
ତୁମର ଇଚ୍ଛା ।
ସୂର୍ଯ୍ୟଙ୍କ ଉତ୍ତାପ
ବଢୁଥିଲା ।
ଚାଲିଥିଲା ବି
ଅବିରାମ ବର୍ଷା ।
ଲଘୁଚାପ କଲା
ଦିଗ ପରିବର୍ତ୍ତନ
ହେଉଥିଲା ଘୋଷଣା ।
This poem has not been translated into any other language yet.
I would like to translate this poem