1.
ମନ୍ଦାର ଗଛ ଜାଣେ କି ନ ଜାଣେ
କାହାକୁ କୁହାଯାଏ ସନାତନ ସେ କଥା ନୁହଁ ।
କଥା ହେଉଛି ତୁମ ସାମ୍ନାର ଆହ୍ଵାନ ।
2.
ଆଉ ଯେତେ ବାଧାବିଘ୍ନ
ସବୁକୁ କରିବ ଚୁରମାର ଏ ମନ୍ଦାର ଫୁଲ ।
କରିବ ଦେହ ମନ ହାଲୁକା ମନ୍ଦାର ପତ୍ର ।
3.
ମନ୍ଦାର କାହାର?
ପ୍ରଚଣ୍ଡା ମା କହିବ କଣ ଦରକାର ।
ହାତ ମେଲା କରି ଥାଳଟିଏ ଧରି
ହୋଇ ଯାଅ ଠିଆ ଆଉ ଦେଖ
ନାହିଁ ଟିକିଏ ବି ଅନ୍ଧାର ।
This poem has not been translated into any other language yet.
I would like to translate this poem