1.
କଣ ପାଇବାକୁ ମୁଁ ଯୋଗ୍ୟ
ଜାଣ ତୁମେ ।
ଆଉ ପାଇବା ନ ପାଇବା ଭିତରେ
ତୁମଠି ବନ୍ଧା ମୁଁ ଜନ୍ମେ ଜନ୍ମେ ।
2.
କହିଛି ଯାହା କହୁଛି ଯାହା
ରଖିଥାଅ ମନରେ ସବୁ ।
ସମୟ ଆସିଲେ କହିବ
ଠିକ୍ କହିଥିଲେ ସତରେ ଆମକୁ ।
This poem has not been translated into any other language yet.
I would like to translate this poem