ପାଖରେ ଜୀବନ୍ତ ରକ୍ତମାଂସରେ ପଥର (Odia) Mother Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ପାଖରେ ଜୀବନ୍ତ ରକ୍ତମାଂସରେ ପଥର (Odia) Mother

Rating: 5.0

ସାରାଦିନ ମା ପାଖରେ,
ମାକୁ ଛାଡି ଯିବାର ନାହିଁ କୁଆଡେ କେବେ,
ମା ଅଛି ସାରାଦିନ ପାଖରେ ପାଖରେ ।

ମା ପାଖରେ ଏତେ ଶକ୍ତି କେମିତି,
ମା ପାଖରେ ଆଉ ଅଛି ଯାହାଯେତେ
ପାରିବ କି କହି କିଏ?

ମା କଣ ଭୋଗକରେ ଦୁଃଖ?

ମା କାନ୍ଦକୁ କିଏ ବୁଝେ?

ମା ନୁହେଁ କି କେନ୍ଦ୍ରରେ!

ମା କଥା କହିବାକୁ ମୁଁ କିଏ?

ସବୁ ଭାଷା ତ ମା ପାଇଁ,
ଆଉ ସବୁ ସବୁ ମା ବିନା କିଛି ନାଇଁ ।

ମୋଠି ଆଉ ନାଇଁ ଶବ୍ଦ,
ଅଛି ମା, ସବୁ ଶବ୍ଦର ବାହାରେ ।

ଡାକ ନ ଡାକ, ଆଉ କିଛି ଥାଉ ନ ଥାଉ,
ମା ହିଁ ଅଛି ଆଉ ଥିବ ବି
ପାଖରେ ଜୀବନ୍ତ ରକ୍ତମାଂସରେ ପଥର ।

Saturday, May 13, 2017
Topic(s) of this poem: mother
COMMENTS OF THE POEM
Gajanan Mishra 13 May 2017

Mother is at the center of all, Mother is all in all

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success