1.
ମୁଁ ଲଙ୍ଗଳା ନୁହେଁ
ମୋ ରାସ୍ତା ଲଙ୍ଗଳା ।
ମୁଁ କହୁଛି କଥା,
କହୁଛି କଥା ବି ମୋ ରାସ୍ତା ।
2.
ରାସ୍ତା ଆଉ ମୋ ଭିତରେ
ଅଛି ସଂପର୍କ ଘନିଷ୍ଠ ।
ସ୍ଵପ୍ନ ଆଉ ସମୁଦ୍ର ଭିତରେ
ଅଛି ଯାହା ଯେତେ ସେ ସବୁ ସହାୟକ ।
3.
ପାଟିର ପାଣି ଥାଏ ପାଟିରେ,
ହଜେ ସ୍ଵପ୍ନ ଦିନରେ ।
ଜଙ୍ଗଲରେ ନାଚେ ବାଘ,
ଗଛର ରାସ୍ତାରେ ହଜେ ଆକାଶ ।
This poem has not been translated into any other language yet.
I would like to translate this poem