ଇଆଡେ ଜ ବଏଲେ
ଜଉଛ ସିଆଡେ ।
କହେମି କାଁ ବଲି
ତମକେ ଗଁଧରଗଲିଆ ।
ମୌଦ୍ କା କୁଆଁ ଇ ଜାଗା
ଜାନିଛ କି ନାଇଁ!
ଜିହାଦ୍ ହେଲାବାଗିର୍
ଆତଙ୍କବାଦୀ ।
କିଏ କାଣା ପାଏଲା
ଆରୁ କିଏ କାଣା ହଜାଲା
କହ ନେଇଁ ହେଟାସବୁ ।
ତପତ ବଢୁଛେ ପଚାସକେ
ନଜର ନେଇ ନ ଆରୁ କାହାକେ,
ରାଖସ ବାଗିର ଗିଲମି ବଲୁଛେ ସମିଆ ।
This poem has not been translated into any other language yet.
I would like to translate this poem