Gajanan Mishra

Gold Star - 462,759 Points (3rd April 19sixty / Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India)

ଆଲୁଅ ଦେଖାଇବା କଥା (Odia) To Show Light - Poem by Gajanan Mishra

ରହିବ ସବୁଦିନ ପାଇଁ,
ନାଇଁ ତ ଯିବ ଦୃଶ୍ୟାତୀତ ହୋଇ
ସମସ୍ତେ ଏକା ସାଙ୍ଗରେ।

ଦୁଇ ରୁ ତିନି ନାଇଁ ।

ଠିକ୍ କୋଉଟା କେମିତି
ଜାଣିବାର ନାଇଁ ଉପାୟ ।

ନୂଆ ଜାଗା ନୂଆ ଆଶା
ଆସି ନି ପାଖକୁ ଏ ଯାଏ ।

ଯିବାକୁ ଚାହଁ କୋଉଠିକୁ
ମାଟିଠୁ ଉବୁରି?
ନୂଆ ପାଠ ପଢୁ ପଢୁ
ଇତିହାସ ଯାଉଛି ଚାଲି ପାଖରୁ ।

ଉଦ୍ଦେଶ୍ୟ ମହତ ରଖି
ଆଲୁଅ ଦେଖାଇବା କଥା ସଭିଙ୍କୁ ।

Topic(s) of this poem: light


Comments about ଆଲୁଅ ଦେଖାଇବା କଥା (Odia) To Show Light by Gajanan Mishra

There is no comment submitted by members..

Maya Angelou

Phenomenal Woman



Read this poem in other languages

This poem has not been translated into any other language yet.

I would like to translate this poem »

word flags


Poem Submitted: Friday, June 16, 2017



[Report Error]