ସୁଖ ଭୋଗ ଚାହୁଁ ନି,
ଚାହୁଁ ନି ରାଜ୍ୟ, ରାଜଧାନୀ,
ଛତିଶ ନିଯୋଗ ।
ଚାହୁଁଛି ମାଲିକ, ମୋ ଭାଷାରେ
ପଦୁଟିଏ କଥାକୁହ ଆଉ
ଯାହା କହୁଛ, ଧଳାକାଗଜଟିଏରେ,
ମୋ ଭାଷାରେ, ଟିକିଏ ଲେଖିଦିଅ ।
ମୋ ଭାଷା ସତ୍ୟ ଆଉ ମୋ ପରିଚୟ ।
This poem has not been translated into any other language yet.
I would like to translate this poem
full of cryptic philosophy.beautiful poem