ଆମେ ସବୁ କଣ (Odia) What We Are Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଆମେ ସବୁ କଣ (Odia) What We Are

Rating: 5.0

ହଁ, କହୁଥିଲି କଣ?
ମୁଁ ଅଛି ଦୌଡରେ,
ଆଉ ମତେ ଟପିବ କିଏ
ଏମିତି ନାହିଁ ଏଠାରେ ।

ନାହିଁ ନ ଥିବା ଶକ୍ତି ମୋଠି ଏବେ,
ଏବେ ଲଂଘିବି ଆକାଶ ଦେଖିବ ସମସ୍ତେ ।
କୁଆର ବୋଲରେ ହାଉରାଉ କଲେ
ହେବ ନି ଲାଭ କାହାରି ବୁଝ ଥରେ ।

ବୁଝିବ ଯେବେ ଜାଣିବ କିଏ କେମିତି କେଉଁଠାରେ
ଆଉ ବୁଝୁ ବୁଝୁ ଡେରି କରିଦେଲେ, କହିବ ନି ମତେ
ହେଉଥିଲା କିଭଳି ଦାସକାଠିଆ ସତରେ ।

କହିବ ନି ଦୋଷ ଧର ନି, ଆମେ ସବୁ କଣ
ଆଉ ଆସୁଛୁଁ ଯାଉଛୁଁ କେମିତି କାହା ସହ
କେତେବେଳେ, ଭାବ କି ଶବ୍ଦ ନାହିଁ ଆମର ଟିକିଏ ।

Tuesday, September 5, 2017
Topic(s) of this poem: life
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success