ଅଛ କୋଉଠି
ପଚାରୁଛ ଯେବେ
ପାରୁନି କହି
ହଜିଛି କୋଉଠି ସମୁଦ୍ରରେ ।
ଛୁଇଁଛି, ପାରୁ ନି କହି
କୋଣ ଅନୁକୋଣ,
ନେଇ ରଖିଛି କୋଉଠି
ଜାଣି ନି, ନିଆଁ, ପାଣି, ପବନ ।
ମୁଁ କଣ ସମୟହୀନ?
ଖୋଜୁଛି, ରହିଛି କୋଉଠି,
ଅନ୍ଧାରରେ ଜୀବନ ।
ବୁଡୁଛି ପାଣିରେ,
ଜଳୁଛି ନିଆଁରେ,
ଆଉ ଅଛି, ଲାଲିଜାଇରେ ।
This poem has not been translated into any other language yet.
I would like to translate this poem