ଏଃ ଟୁକେଲ,
କାଁ କାଜେ ହଉଛୁ ଏନ୍ତା!
କାଣା କଲେ କାଣା ହେସି
କେଭେ ଶିଖବୁ ଆରୁ!
ବଡ କେ ବଡ ନେଇଁ,
ସାନ କେ ସାନ ନେଇଁ
ଜାହା ଫୁଟୁଛେ ଟୁଁଡେ
ବକି ଜଉଛୁ!
ବଲବଏସ ଏନ୍ତା
ଥିବାକେଁ ତୋରଠାନେ!
ଉଛଲି ନେଇଁ ଜାରେ ନନି
ଉଛଲି ନେଇଁ ଜା।
ଧରମ କରମ କେ
ମାଏନତା ଦେ।
ସବୁଦିନ ସମାନ ନେଇଁ ଜାଏ ।
ହାଲହିସାବ ଫେଲ ମରାଲେ
ଜେତକି କାଁଦଲେ ଫୁନି
ସମିଆ ସରେ ନେଇଁ।
ଏଃ ନନି,
ନେଇ ହ ଏନ୍ତା,
ନେଇଁ ହ।
ପଛକେ ପଛ
ଅପନାର ଦୁରଦସାକାଜେ
ନେଇଁ ସଁଚ।
This poem has not been translated into any other language yet.
I would like to translate this poem