ମା ଗୋ Oh Mother Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ମା ଗୋ Oh Mother

ମା ଗୋ
ଗଜାନନ ମିଶ୍ର

ଦହନା ମାଳ
ମନ୍ଦାର ଫୁଲ
ଲାଲ ସିନ୍ଦୂର
ବାସ୍, ଦେବୀ!
ମା ହୋଇଗଲା
ପଥର!
ମା ଲୋ ମୋର,
ଏଇଟା ଦେ
ସେଇଟା ଦେ
ଦେ ଦେ ଦେ
ହେଲେ ମା ଗୋ
ଯେତେ ଦେଲେ ବି
କଣ ଅଣ୍ଟୁଛି ମତେ!
ଆସୁଛୁ କେତେ
ଯାଉଛୁ କେତେ
ଜନ୍ମଉଛୁ ପୁଣି ମାରୁଛୁ
ମନ୍ଦ ଅଲଗେଇ
ଭଲ ରଖୁଛୁ,
ସତରେ କଣ ତୁ
ଅଛୁ?
ଭାଷା ତୋର,
ତୁ ଇ ଭାଷା ମୋର।
ମା ଗୋ ମା,
ତୁ ଇ କେବଳ ତୋର,
ତୋ ପାଇଁ
ତୋ ହାତରେ
ସମର୍ପୁଛି ମୋର ଇ ଶିର।

ତପୋବନ, ଟିଟିଲାଗଡ, ବଲାଙ୍ଗିର
6/10/2019

Saturday, October 5, 2019
Topic(s) of this poem: mother
POET'S NOTES ABOUT THE POEM
Mother - goddess

Language - odia, script - brahmi
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success