ବହୁତ କଷ୍ଟ,
ସୀମାହୀନ ।
ନାହିଁ କିନ୍ତୁ ଅନ୍ୟଗତି,
ନାହିଁ ମୁକ୍ତି ।
ବର୍ଣିବାକୁ ବି
ମୋଠି ନାହିଁ ଶକ୍ତି।
ପ୍ରାର୍ଥନା ଖାଲି
ସେଇଟା ବି
ଶବ୍ଦଶୂନ୍ୟ।
ଓଃ!
କଣ ନ ଥିଲା?
କେଉଁ ଆଡକୁ ଗଲା?
କାହାର ହୋଇ
ଆଉ କିଏ ରହିଲା?
ଓଃ, ଜିଅନ୍ତା
ଆଖିବୁଜା!
ଅସହ୍ଯ।
କେମିତି ମନକୁ
ବୁଝାରେ, ବୁଝା।
This poem has not been translated into any other language yet.
I would like to translate this poem