ମୃତ୍ୟୁ କହିଦେବ ମୁଁ କିଏ,
ରହ, ଅପେକ୍ଷାକର ସେଠାରେ।
ଆଉ ମୋର ମୃତ୍ୟୁକୁ
ମୁଁ ଭେଟୁଛି ଏଠାରେ
ପ୍ରତି ମୁହୂର୍ତରେ।
ମୁଁ ମୋର ମୃତ୍ୟୁ ଭିତରେ
ରହିଛି ସବୁବେଳେ।
ମୃତ୍ୟୁରେ ବଂଚୁଛି,
ମୃତ୍ୟୁରେ କହୁଛି ଆଉ
ଜିଣୁଛି ମୃତ୍ୟୁକୁ ବି।
ମୃତ୍ୟୁ ହିଁ ମୋର ପ୍ରେମ,
ମୃତ୍ୟୁ ହିଁ ଜୀବନ,
ପ୍ରତ୍ୟେକ ଦିନ ଏଠି
ମୋର ମୃତ୍ୟୁର ଦିନ।
English rendering;
The death would say who am I,
Wait, stay there.
And I am meeting
My death here every moment.
Always I am
Within my death.
I am living in death,
I am expressing myself
In death and
Winning the death.
The death is my love,
The death is my life,
Each day here
Is the day of my death.
This poem has not been translated into any other language yet.
I would like to translate this poem