ସୂର୍ଯ୍ୟ ଆଉ ଚନ୍ଦ୍ର ଆଉ ପ୍ରେମ,
ଫୁଲ ଆଉ ପାଣି ଆଉ ପବନ,
ଗରିବ ହେଲେ ବି ଏସବୁ ମୋର ଜୀବନ।
ଆଉ ମୁଁ ଏମାନଙ୍କ ଭିତରେ
ଏମାନଙ୍କଠାରୁ ବାହାରି ମାପୁଛି
ମୋ ଆକାଶ ଏଇ ମାଟିରେ।
ମୁଁ ବୋଲି ନାହିଁ କିଛି ଏମାନଙ୍କ ବିନା
ମୋଠି, ଦେଖୁ ନ ।
English rendering;
The sun and the moon and love,
Flower and the water and the air,
Poor though, I am, they are my life.
And I am with them
Coming from them I am
Measuring my sky on this land.
Without them nothing is
Mine here with me, see.
This poem has not been translated into any other language yet.
I would like to translate this poem