ଉଡାନ୍ ଛୁ
କିଛୁ ନେଇଁ ଜାନି
ଆରୁ ଜାନୁ ଜାନୁ
ଜଉଛେଁ ମୁଇଁ ମରି
ଇ ମାଏଟ ଉପରେ।
ନେଇଁ ଜାନି କିଛୁ
ଆରୁ ଜାନୁ ଜାନୁ
ଦିନ ଜଉଛେ ହେଇ
ରାଏତ୍।
କିଛୁ ଜାନି ନେଇଁ
ଆରୁ ମୁଇଁ ମୁଇଁ
ବଲୁ ବଲୁ ଗରେଲ ଧୁକା
ଉଡାନ୍ ଛୁ।
ମାତୃଭାଷା ଦିବସ ଉପଲକ୍ଷେ
21/02/2018
This poem has not been translated into any other language yet.
I would like to translate this poem