The eyes have teeth, the sky has mouth, the earth has wings, the water-gate has to be destroyed on winds road.
The ears have no eyes, directions have no roots, the drama of stars is to be seen sitting on the back of the clouds, strokes of yes and no is to be opened.
In odia language;
ଆଖିର ଅଛି ଦାନ୍ତ, ଆକାଶର ଅଛି ପାଟି, ଡେଣା ଅଛି ମାଟିର, ପବନ ରାସ୍ତାରେ ଯାଇ ଫଟାଇବାକୁ ହୁଏ ପାଣିର କବାଟ। ଆଖି ନାହିଁ କାନର, ଦିଗର ନାହିଁ ଚେର, ମେଘ ପିଠିରେ ବସି ଦେଖିବାକୁ ହୁଏ ତାରାଙ୍କ ନାଟ, ଖୋଲିବାକୁ ହୁଏ ଅଛି ଆଉ ନାହିଁର ଚୋଟ।
This poem has not been translated into any other language yet.
I would like to translate this poem