ଥୁଆ ଦୁଆରେ (One Kosli Poem) Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଥୁଆ ଦୁଆରେ (One Kosli Poem)

Rating: 5.0

ଓଡିଆ ବଲି ଜାନିକରି
କେନ୍ତାଦେଲେ ତଥାଗତଙ୍କୁ
ହିନ୍ଦିରେ ଚିଠି?
ଓଡିଆବଲି ଜାନିକରି ଓଡିଶାର ଲୋକମାନକୁ
କେନ୍ତା ଆମର ନବୀନବାବୁ ଜଉଛନ୍ ଇଂଲିସ ଭାଷୀ?
ଓଡିଆ ମହକିଲ ଜାନିକରି କେନ୍ତା ଆମର
ଓକିଲ ଆରୁ ବିଚାରପତି ବିଦେଶି ଇଂଲିସଥି
ଦଉଛନ୍ ଆଦେଶ ରାୟ ସବୁ?
ଓଡିଆ କାଜେ ଓଡିଶା ଜାନିକରି ଭି
ଅଫିସର ଅମଲାର ଖାତିର ନେଇଁ ଲୋକକୁ ।
ଜେନ ଭାଷାଥି ଜିଏ ଜାହାକେ ଜାହା ପାରୁଛେ
ଲେଖୁ ଆରୁ କହୁ, କିଏ ବୁଝୁ କିଏ ନେଇଁ ବୁଝୁ
ଦେଖବାର ନେଇଁ ନ କିଛୁ ।
ଗାଦି ଅଛେ ବଏଲେ ଅଛେ ଅଏନ ବାବୁ ।
ଭାଷା, ଆଇନ, ସମ୍ଵିଧାନ ଅଛନ ଜେନ
ଥଉନ ହେନ, ଜିଏ ଜାହାକେ
ଜେନ ଜେନ୍ତା ପାରଲା ଠକୁନ୍ ।
ଆମକେ ଭକୁଆ ଭଏଁରା ଅଧାଁ
ଅପାରୁ ଜେନ୍ ଜେନ୍ତା ଭବୁଛେ ଜେତେଦିନ ଭାବୁନ୍ ।
ଭୋଟବେଲକେ ଭୋଟଟେ ଦେଲେ ଟିପି
ଥୁଆ ଦୁଆରେ ଛାକେ ମଦ ଆରୁ ସିକାରତୁନ୍ ।

Tuesday, August 22, 2017
Topic(s) of this poem: language
POET'S NOTES ABOUT THE POEM
Kosli is an ancient language used in western Odisha, India
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success