ସାଧାରଣ ପଥର Ordinary Stone Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ସାଧାରଣ ପଥର Ordinary Stone

Rating: 5.0

ଶାଳଗ୍ରାମକୁ
ସାଧାରଣ ପଥର
ଭାବୁଛ କିଆଁ?
ଭାବରେ ଭାବରେ
ବ୍ୟବହାର କରିବା
ଶିଖି ନ ଏ ଯାଏଁ!
ତପୋବନକୁ ଭାବ ନା
ସାଧାରଣ ଜାଗା!
ମଣିଷକୁ ମଣ ନା
ଅନ୍ୟ ଜୀବପରି।
ମାଟିକୁ ଆକାଶ ସହିତ
ଯୋଡି ଦେଇ ଥାଅ
ନିରନ୍ତର ନିର୍ଲିପ୍ତ।
ଆଉ କଣ ଅଛି
ଦେଖୁଥାଅ ପବନ
ଭିତରେ ଯାଉ ଯାଉ।
ଏଠାକାର ଏ ଆଲୁଅରେ
ଦିଶୁଛି ତ ଛାଇ ଛାଇ
କିଛି କିଛି ତୁମକୁ।
ତୁମେ ମୋ ଛାଇ
ନା ମୁଁ ତୁମ ଛାଇ
ହେଉଛି କି ଜାଣି!
ଛାଇ ଅଛି ଛାଇଠି
ପଥର ହୋଇ ପଥରେ।
ପଥର ପଥ ସବୁ
ବୁଝି ଥାଅ ଏଇଠି
ଯିବା ଯାଏ ଉଭେଇ।

Thursday, November 28, 2019
Topic(s) of this poem: life
COMMENTS OF THE POEM
Gajanan Mishra 28 November 2019

Each one is unique and special here

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success