ପେଚା ଆଉ ଅନ୍ଧଗଳି Owl And Darklane Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ପେଚା ଆଉ ଅନ୍ଧଗଳି Owl And Darklane

Rating: 5.0

ପେଚାଗୁଡାକ
ଗଜାନନ ମିଶ୍ର

ପେଚାଗୁଡାକ
କେମିତି ପାଇବେ ଭଲ
ସୂର୍ଯ୍ୟକୁ!

ଖଚମିଛ ଦାରୀଚୋରି
କରୁଥିବା ଠକ ବଦମାସଗୁଡାକ
କେମିତି ପାଇବେ ଭଲ
ସଚ୍ଚାକବିକୁ ଆଉ କବିତାକୁ
ଥାଏ ଯୋଉଠି ଡହ ଡହ ନିଆଁ
ଥାଏ ଯୋଉଠି ଆହୁରି
ସତ୍ୟ ଶବ୍ଦର ଆଁ।

ଆଢୁଆଳରୁ ହୁଟ୍ ହୁଟ୍
କରି ଚାଲିଥିବେ ସବୁବେଳେ
ଆଉ ନିଜ ନିଜ ଅନ୍ଧାର ଭିତରେ
ଦୁର୍ନୀତିର ଦୁର୍ଗନ୍ଧରେ
ମତିଭ୍ରଷ୍ଟ କରି ସଢିସଢି
କରୁଥିବେ ଭୋଗ ନର୍କର ଯନ୍ତ୍ରଣା ।
ଜମାରୂୁ ଶୁଣିବେ ନି କବିବାଣୀ
ଓଲଟାଗତିକରି ହରାଉଥିବେ
ମାନ ଇଜ୍ଜତ ଠିକଣା
ଲାଳସାର ମିଛମାୟାରେ
ହୋଇ ବଣା।

ତପୋବନ, ଟିଟିଲାଗଡ, ବଲାଙ୍ଗିର
26/6/2019

Saturday, June 15, 2019
Topic(s) of this poem: poetry
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success