ପାକିସ୍ଥାନ Pakistan Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ପାକିସ୍ଥାନ Pakistan

ପାକିସ୍ଥାନକୁ ନେଇ
ଗଜାନନ ମିଶ୍ର

ପଚାର ନି ମତେ ପାକିସ୍ଥାନ କୋଉଠି ଆଉ ଏବେ ସେ କେମିତି,
ପାକିସ୍ଥାନକୁ ପାକିସ୍ଥାନ କହିବା ମନା ମତେ ମୂଳରୁ।
ପାକିସ୍ଥାନ ମୋର ବାଡିଆଡର ସାରୁ?
ଆଉ ଚାହେଁ କି ମୁଁ ପାକିସ୍ଥାନ ବଂଚି ଥାଉ ଥାଉ ମରୁ!

ପାକିସ୍ଥାନର ସପକ୍ଷରେ ତୁମେ କେଇଜଣ
ହଲାପଟା କରୁଛ କିଆଁ ଏ ବିଶ୍ୱଦାଣ୍ଡରେ
ମତେ ଜଣା, ପାକିସ୍ଥାନ କଣ ମୋ ଭିତରର ଘୃଣା!

ତୁମ ପ୍ରଶ୍ନ ଶୁଣି ମୁଁ ଚୁପ୍ ଥିଲେ ଚଳିଥାନ୍ତା
ଏମିତି ଅବଶ୍ଯ ନୁହଁ।
ପାକିସ୍ଥାନ ନା ତୁମ ପ୍ରଶ୍ନରେ ନା ମୋର
ଉତ୍ତରରେ, ତୁମକୁ ଆଉ ମତେ ଉଭୟଙ୍କୁ ଜଣା।

ଏତିକିରେ ସରି ନି କିଛି, କି ଏଇଠୁ
ଲମ୍ୱି ନି ଆଉ କୁଆଡକୁ କଣ
ଦରକାର ଥିଲା ଯାହା ଆଉ ଟିକିଏ ଲୁଣ!

ତପୋବନ, ଟିଟିଲାଗଡ, ବଲାଙ୍ଗୀର
10/11/2020

Monday, November 9, 2020
Topic(s) of this poem: relationship
COMMENTS OF THE POEM
Gajanan Mishra 09 November 2020

Each one wants a good neighbouring state

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success