ଆମ ପାଇଁ ଆମେ
ଏଠି ସେଠି ସବୁଠି।
ଆମେ ସ୍ୱାଧୀନ
ଆମେ ସ୍ୱତନ୍ତ୍ର
ଆମପାଖେ ସାର୍ବଭୌମ।
ଆମ ହାତେ ପ୍ରସ୍ତୁତ
ଆମ ଆଇନ।
ଆମ ଭାଷା
ଆମ ପରଂପରା
ଆମ ସଂସ୍କୃତି
ଆମ ପାଣି
ଆମ ପବନ
ସବୁଠି ଜ୍ଞାନ।
ଏ ମାଟି
ଏ ଆକାଶ
ଏ ସମୁଦ୍ର
ଏ ଜଡ ଜୀବ
ଆମର, ଆମପାଇଁ।
ସବୁ ସମୟ
ଆମକୁ ଦେଉଛି
ବିଜୟ ସଙ୍କେତ,
ଆମ ହାତରେ ଶାନ୍ତିର କପୋତ
ଆଉ ଆମେ ବଢୁଛୁଁ
ଆଗକୁ ଆଗକୁ
ଧରି ମାନବିକତାର କାତ।
English rendering;
We are for us
Here there everywhere.
We are independent,
We are separate,
Sovereignty is with us.
The law is framed
By our hands.
Our language
Our custom
Our culture
Our water
Our air
Everywhere
There is knowledge.
This earth
This sky
This ocean
This livings
And non-livings
All ours
And for us.
All time
Give us
Message of victory.
The dove of peace
Is on our hands.
And we are proceeding
Ahead on and on
Holding humanity.
This poem has not been translated into any other language yet.
I would like to translate this poem
let peace prevails everywhere