ଅଛି ପାଖରେ କବିତା Poem Is With Us Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଅଛି ପାଖରେ କବିତା Poem Is With Us

Rating: 5.0

ନାହିଁ କିଛି ଲେଖିବାକୁ
ନାହିଁ କିଛି ଦେଖିବାକୁ
ନାହିଁ କିଛି ରଖିବାକୁ।

ଅଛି ଯୋଉଟା ସେଇଟା ଆକାଶ
ଆଉ ଆକାଶରେ ବନ୍ଧା ଜୀବନ।
ଅଛି ଟୋଲଗେଟବାଲାକୁ ଦେଖେଇବାକୁ
ଫ୍ରିପାସ୍ ।

ଅଛି ପାଖରେ କବିତା ।
କହିବ ଯଦି ଫୁଟେଇପାରେଁ
ଗୋଟେ ମିରଚା ବମ୍।
କହିବ ଯଦି ପୁଣି ଦେଖେଇପାରେଁ
ଦୂବଘାସର ଦମ୍ ।

ତଥାପି ଅଛି ଘୋଷା ପଣିକିଆକୁ
କହିବା ଆଉ ଆଉ।
ତଥାପି ଅଛି ପବନ ଓ ପାଣିକୁ
ଅଲଗେଇ ରଖିବା ମାଟିଠୁ।

COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success