କବି ଓ କବିତା Poet And Poems Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

କବି ଓ କବିତା Poet And Poems

Rating: 5.0

କବି ପାଏ ଶକ୍ତି କବିତାଠାରୁ
ଗଜାନନ ମିଶ୍ର

କବିତାଠାରୁ
ପାଏ ଶକ୍ତି
କବି।
ଶକ୍ତି - କବିତା,
କବି ମଂଚରେ ଠିଆ।

କିଏ ଲଢିବ ଆସ,
କିଏ ଦେଖିବ ଦୃଶ୍ୟ!
ସୂର୍ଯ୍ୟ ଆଉ
ସୂର୍ଯ୍ୟରଶ୍ମି ପରି
କବି ଆଉ କବିତା।

ଯାଅ ନା, କବି ପାଖକୁ ସିଧା,
ଯାଅ ନା ମନ୍ଦମତି ନେଇ,
ଯିବ ଜଳି।
ସବୁଆଡକୁ ଦୃଷ୍ଟି
ଥାଏ କବିଠି।

ସାରା ଜଗତ ପାଇଁ
କବି।
ପଚାରେ କେବଳ କବି
ତୁମେ କିଏ କି!
ଯିଏ ବି ହୁଅ ଏଠି!

ତପୋବନ, ଟିଟିଲାଗଡ, ବଲାଙ୍ଗିର
17/10/2019

COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success