ସରିବ ନି କବିତା Poetry Would Not Stop Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ସରିବ ନି କବିତା Poetry Would Not Stop

Rating: 5.0

ମରିଗଲେ ମୁଁ
ଗଜାନନ ମିଶ୍ର

ମରିଗଲେ ମୁଁ
ସରି ଯିବ କି କବିତା?

ନା, ଜମାରୁ ସରିବ ନି
କହିଲା ସବିତା।

ଓଟାରି ଆଣିବାକୁ ଆକାଶ
ଆହୁରି ଆହୁରି ଫୁଟି ଉଟିବେ
ପୃଥିବୀସାରା କେତେ ନା କେତେ।
ପବନ ଚାଲୁଥିବ କେତେବେଳେ
ପାଦ ଚିପି ଚିପି ତ ଆଉ କେତେବେଳେ
ଦୌଡରାଣୀ ଭଳି ଖାଲଢିପ
ଡେଇଁ ଡେଇଁ ସମୁଦ୍ର ଉଝାଳି।

କିଏ କିଏ ଥିବେ
କଠୋର ରୁକ୍ଷ।
ଆଉ କିଏ କିଏ କଅଁଳକହୁ ଗୁଡାକ
ସଜ ଦେଖିଲେପୁଥିବେ ବିଷ।

ମନରେ ଥାଉ କି ନ ଥାଉ ଦୁଃଖ,
ଉତ୍ପୀଡ଼ିତ ହେଉଥିବ ଉଲ୍ଲାସରେ ବି
ମୁକୁଳିବାର ରାସ୍ତା ପ୍ରଶସ୍ତ ଥିବ ଯଦିଓ।
ଆଉ ସେତେବେଳେ ନିଶ୍ଚିତ ସଂପର୍କ ବୋଲି
ନ ଥିବ କିଛି କୋଉଠି।

09437366644

Wednesday, July 22, 2020
Topic(s) of this poem: poetry
POET'S NOTES ABOUT THE POEM
Written in odia language, script - brahmi
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success