କବିଏ ବ୍ୟସ୍ତ Poets Are Busy Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

କବିଏ ବ୍ୟସ୍ତ Poets Are Busy

କବିଏ ବ୍ୟସ୍ତ
ଗଜାନନ ମିଶ୍ର

କବିଏ ବ୍ୟସ୍ତ
କବିତା କେମିତି ଛପା ଯିବ
ପୁରସ୍କାର ସମ୍ମାନ କେମିତି ମିଳିବ
କଳାବଜାରୀଏ ବ୍ୟସ୍ତ କେମିତି ଅଧିକ ହେବ ଲାଭ
ଅଫିସର ଅମଲାଏ ବ୍ୟସ୍ତ କାମ ନ କରି ପକେଟ କେମିତି ଗରମାଗରମ ହେବ
ରାଜନୀତିଏ ବ୍ୟସ୍ତ କେମିତି ୱା ୱା ମିଳିବ
ମନ୍ତ୍ରୀଏ ବ୍ୟସ୍ତ କେମିତି କୁର୍ସି ରହିବ
ଖାତିର କରୁଛି କିଏ
କିଏ ଖାଇଲା କଣ କି ନ ଖାଇଲା
ଖାତିର କରୁଛି କିଏ
କିଏ ଆକାଶତଳେ ରହିଲା କି କାଦୁଅରେ ପାଣି ଘେରରେ
କି ବାଲିରେ କି ଚନ୍ଦା ପାହାଡ ଉପରେ
ଖାତିର କରୁଛି କିଏ
କାହାର ବାପ ମଲା କରୋନାରେ
କି ମା ମଲା ହାର୍ଟଚୋକ୍ ରେ
ଭାଇ ଖାଇଲା ଡ୍ରଗ୍ସ, ଭଉଣୀ କଲା ଫକ୍ସ
ଖାତିର କରୁଛି କିଏ
କାହାକୁ କିପରି ଭାବରେ
ସବୁ ଘୋ ଘା ରଡାକିର୍ଲା
ମାଇପିମରଦ ଝାମେଲା
ରାତିସାରା ଘରମେଲା
ସବୁ ସବୁ ଖୋଲା ଶୁଖିଲା ଶୁଖିଲା

ତପୋବନ, ଟିଟିଲାଗଡ, ବଲାଙ୍ଗୀର
27/08/2020

Thursday, August 27, 2020
Topic(s) of this poem: poets,world
POET'S NOTES ABOUT THE POEM
Language - odia,it is about the present world
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success