ବିଷାନ୍ ଜିବନ Poisonous Life Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ବିଷାନ୍ ଜିବନ Poisonous Life

ଏନ୍ତା କହ ସେନ୍ତା କହ
ରଝରାଝ ରଟୋରାଟୋ
ଆରୁ ଘଡିକେ ଛୁଟା ଘୁଡା।

ତୋର୍ ଘୁଡା କି ମୋର୍ ଘୁଡା
ଛିନ୍ ଛାନ୍ ପଲାଲା
ହେଲା ନ ବେଲବୁଡା।

ମାହାରସାଦ ବଲ
ଘୁବକୁଡୁ ବଜା
ଭୁରତାଭୁରତିନେ ନେଇଁ ପଡ୍
ସବୁ ବୁଚଡି ଯିବା।

ଶୁଇନଭଟାରେ ହେତାରଉତାରୁ
ଚଲାବୁ ଖୁଜାନୁରା
କେନ ଥିବା ଥୁତନା
ଦେଖାବୁ ଗଖା ମହୁଘରା।

ଅଁତିପୁଟା ପାଏବୁ କାହିଁ
ସଁପଲା ବେଲକେ ଚହଲା ନେଇଁ
ବଁହଡି ଯିବା ବଏସରା।

ଶୁଖା ଖଡଖଡକେ ଆବରିବା
ରଗରଗା ଜୁଏନେ ଝକଝକା
ଆତମା ସେକବା।

ହରମେସା ଉତରାଚଢା
ପୁରାଣ ପଢା
ଆଁକରି ଅଉଥିଲାବେଲକେ
ଭୁସଲିବା ଢୁଡା।

ବିଷାନ୍ ଜିବନ ଆରୁ
କେନ ରହେତା
ଦେଖତେ ଦେଖତେ
ସବୁ ଅଦମପତା।

Thursday, December 14, 2017
Topic(s) of this poem: life
POET'S NOTES ABOUT THE POEM
written in Kosli, language. It is about life in the world
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success