1
ନାନାଦି ଭୋକରେ ରୋଗରେ ସମସ୍ତେ,
ତଥାପି ବଂଚିବାକୁ ବଂଚି ରହିବାକୁ
ଆଗ୍ରହ ଏତେ!
2
କହିଛି କିଛି ଠୋସ୍!
ଶୁଣି ବି ସବୁ ନ ଶୁଣିବାର ଅଭିନୟର କାରଣ?
ଶବ୍ଦର ଶକ୍ତି ନାହିଁ ଆଉ?
ଦିଆଡିଆ ହେଉଛ ଯେ କୋଉଆଡେ ରହିବ କର ସ୍ପଷ୍ଟ ।
ଥିଲା ଯାଏ ଅଛ ଅବଶ୍ୟ।
This poem has not been translated into any other language yet.
I would like to translate this poem