Prakrutiku padha,
Padha samastanku.
Megha, aakasha,
Pruthibi, keeta,
Pabana, paani,
pahada, haati,
Pakhi, saapa,
Mankadasa, surya,
Chandra aau sabu
Karya samastankara
Aau jaana jibana
Jibana bigyana,
Jaana satya,
Jibanara satya.
In Odia lipi or Brahmi script;
ପ୍ରକୃତିକୁ ପଢ,
ପଢ ସମସ୍ତଙ୍କୁ,
ମେଘ, ଆକାଶ,
ପୃଥିବୀ, କୀଟ,
ପବନ, ପାଣି,
ପାହାଡ, ହାତୀ,
ପକ୍ଷୀ, ସାପ,
ମାଙ୍କଡସା, ସୂର୍ଯ୍ୟ,
ଚନ୍ଦ୍ର ଆଉ ସବୁ
କାର୍ଯ୍ୟ ସମସ୍ତଙ୍କର
ଆଉ ଜାଣ ଜୀବନ,
ଜୀବନ ବିଗ୍ୟାନ,
ଜାଣ ସତ୍ୟ,
ଜୀବନର ସତ୍ୟ ।
study natrure, study self