Prema kana jaane naa,
tathapi, tume kara anurodha
Prema kabita lekhibaku.
Satya kana jaane naa
Tathapi, tume kaha
Satyasila jibana banchibaku.
Jibana kana jaane naa
Jibana daabi kare
Mothu sabu.
Mu jaane mu mora muhen,
Mu jaane mu bhala nuhen,
Mada naari mora pasand nuhen,
Tume kuha bokaa, aasa khaibaaku.
In odia lipi;
ପ୍ରେମ କଣ ଜାଣେ ନା
ତଥାପି ତୁମେ କର ଅନୁରୋଧ
ପ୍ରେମ କବିତା ଲେଖିବାକୁ ।
ସତ୍ୟ କଣ ଜାଣେ ନା
ତଥାପି ତୁମେ କୁହ
ସତ୍ୟଶୀଳ ଜୀବନ ବଂଚିବାକୁ ।
ଜୀବନ କଣ ଜାଣେ ନା
ତଥାପି ଦାବି କରେ
ଜୀବନ ମୋଠୁ ସବୁ ।
ମୁଁ ଜାଣେ ମୁଁ ମୋର ନୁହେଁ,
ମୁଁ ଜାଣେ ମୁଁ ଭଲ ନୁହେଁ,
ମଦ ନାରୀ ମୋର ପସନ୍ଦ ନୁହେଁ,
ତୁମେ କୁହ, ବୋକା, ଆସ ଖାଇବାକୁ ।