Priya manisha,
Irshathu mukta raha,
Tume mukta aau ananya.
Priya manisha,
Satya kuha sabubele,
Rahichhi tuma laagi sabu labha,
Priya manisha,
Nijaku aayattare rakha,
Sabu sahijaa aau paa aananda.
Priya manish,
Aaharana kara gyana,
Bachana rakha, satrusunya dekha jibana.
In Brahmi script or Odia lipi;
ପ୍ରିୟ ମଣିଷ,
ଇର୍ଷାଠୁ ଦୂରେଇ ରହ ।
ତୁମେ ମୁକ୍ତ ଆଉ ଅନନ୍ୟ ।
ପ୍ରିୟ ମଣିଷ,
ସତ୍ୟ କୁହ ସବୁବେଳେ ।
ରହିଛି ତୁମ ଲାଗି ସବୁ ଲାଭ ।
ପ୍ରିୟ ମଣିଷ,
ନିଜକୁ ଆୟତ୍ତରେ ରଖ ।
ସବୁ ସହିଯାଅ ଆଉ ପାଅ ଆନନ୍ଦ ।
ପ୍ରିୟ ମଣିଷ,
ଆହରଣ କର ଗ୍ୟାନ।
ବଚନ ରଖ, ଶତ୍ରୁ-ଶୂନ୍ୟ ଦେଖ ଜୀବନ ।
Life of a man is the best but certain principles are there to follow.