ପ୍ରେମର ପ୍ରମାଣ କଣ?
କଣ ପଶୁତ୍ୱରୁ ଉପରକୁ
ଉଠିବାର ଉପାୟ?
ନିଜର ନୀରବତାରେ
ନିଜକୁ ଚିହ୍ନିବା ଆଉ
ନିଜେ ନିଜକୁ ସ୍ୱତନ୍ତ୍ର
ରଖିପାରିବା ହିଁ
ପାରିବାପଣ।
This poem has not been translated into any other language yet.
I would like to translate this poem