ପୁରୀ କଟକ ନୁହଁ
ପୁରୀ ଯାଇ ଅଟକ
କେମିତିରେ ଧନ!
Puri is not cuttack
How can you detained
In Puri dear!
ଭୟ କରୁଛି ବନ୍ଧୁ
କୋଉଠି ମୁଁ
କହିଦେଲେ ହୁଏ ତ
ନ ଥିବି ଆଉ।
I fear
Where am I
I might not stay
Any more if told.
ମୁଁ ଇ ସୁବର୍ଣ
I am only Gold.
This poem has not been translated into any other language yet.
I would like to translate this poem