ଆଲୁଆ ଛିଟା Rays Of Light Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଆଲୁଆ ଛିଟା Rays Of Light

Rating: 5.0

1

ସତଟା
ବ୍ୟତିବ୍ୟସ୍ତ ।
ବଖାଣି ବଖାଣି
ପୂରା କାହାଣୀ
ଦିନକୁ କରୁଛି
ଅନ୍ଧାର।

ତାକତ କେତେ ରାଗର,
ଆଉ ଆଉ ସମସ୍ତେ
ଏକାକାର।

ନିଆଁ
ନୁହଁ କେବେ ବି
ଆନନ୍ଦଦାୟକ।

ପବନରେ ଆସୁଥିବା
ଆଲୁଅ ଛିଟା ମୁଗ୍ଧକର


2

ପୂରାଟା ପୂରା
ମୁକ୍ତ
କାହାଣୀ ସବୁ।

ରାତି ହେଉ କି
ଦିନ ଏଠାରେ
ପଡେ ଧାଇଁବାକୁ
ମଲାଦେହ ଖୋଜି।

ଅନ୍ୟମାନଙ୍କ ପାଇଁ
ଚିହ୍ନାଜଣା ଯାହା ଯେତେ
ରହିଯାଏ ସବୁ
ପ୍ରେମର ପାଠ୍ୟକ୍ରମରେ ।

ସବୁ ଏୟା
ସଫେଦ ଧଳା
କଳକୌଶଳ ଭିତରେ।

Thursday, July 18, 2019
Topic(s) of this poem: light
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success