ପ୍ରସ୍ତୁତ ମୁଁ ରଖିବାକୁ ଆକାଶ, Ready To Keep The Sky Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ପ୍ରସ୍ତୁତ ମୁଁ ରଖିବାକୁ ଆକାଶ, Ready To Keep The Sky

Rating: 5.0

ପ୍ରସ୍ତୁତ ମୁଁ
ସାଉଁଟି ସଜାଇ ରଖିବାକୁ ଆକାଶ,
ଅଛି ଯୋଉଟା ଏଇଠି।
ଏଇଠି ଅଛ ତୁମେ, ଜାଣେ।
ଆଉ ଜାଣେ ଉଦ୍ଦେଶ୍ଯ ତୁମର।

ତୁମେ ଜରତା,
ତୁମେ ତାଡକା,
ତୁମେ ମନ୍ଥରା,
ତୁମେ ସୂର୍ପନକା,
ତୁମେ ରଜକୀ,
ତୁମେ ପୁଣି
ଏ ସଭିଙ୍କର ଉପରକୁ ଯାଇ
ଦେଇଛ କହି, ସଖୀ,
ଲଂଘିବାକୁ ସବୁ
ସମୁଦ୍ର ଆକାଶ
ପଢି ଚାଲିଛି ଏଇଠି
ଗୋଟି ଗୋଟି ସବୁ ପଙକ୍ତି।

ମୁଁ କବିତା,
ଜୀବନ୍ତ କବିତା।
କର ନି ମତେ ବିତବିତା,
ଚାଖ ସମୟକୁ ଚାହିଁ
ତୁମ ନିଜ ଜୀବନର
ଯାହା ସବୁ ମିଠା କଷା ପିତା
ଆଉ ଥାଅ ଆନନ୍ଦରେ
ସବୁ ଭଙ୍ଗାଗଢାରେ ଅମରମତା ।

Friday, June 1, 2018
Topic(s) of this poem: sky
POET'S NOTES ABOUT THE POEM
Written in Odia language. Odia is the official language of Odisha, India. It is all about vastness of the life
COMMENTS OF THE POEM
Gajanan Mishra 01 June 2018

let us go beyond the sea and the sky with love and truth

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success