ଆଂଚଳିକ ସମ୍ୱାଦ Regional News Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଆଂଚଳିକ ସମ୍ୱାଦ Regional News

Rating: 5.0

ମୋ କବି ଜୀବନର ପ୍ରଥମ କବିତା ସଂକଳନ ' ସର୍ବନାମ' (1987) ରୁ କବିତାଟିଏ; କବି ଅରୂପାନନ୍ଦଙ୍କ ଦ୍ୱାରା ପସନ୍ଦ ହୋଇଥିବା କବିତା;

ଆଂଚଳିକ ସମ୍ୱାଦ
ଗଜାନନ ମିଶ୍ର

ଆଜିର ଆଂଚଳିକ ସମ୍ୱାଦରେ
ବିଶେଷ କିଛି ନାହିଁ।
ବଜାରର ଦରଦାମ ଛୁଇଁ ହେଉ ନାହିଁ।
ନିଶବଦେ ବର୍ଷୁଛି ମେଘ
ପବନ ମାରୁ ନାହିଁ।

ଲଡବଡ ସଂସାରର ଚଟାଣ ଉପରେ
ପାନ ବିଡି ଚା ଜଳଖିଆ ରଖା ହେଉ ନାହିଁ।

ଫୁଲ ଫୁଟୁଛି ତାର ଡେଂଫ ନାହିଁ।
ଫଳ ଫଳୁଛି ତାର ମଂଜି ନାହିଁ।
ଗଛ ବଢୁଛି ତାର ମୂଳ ନାହିଁ।
ଓଦା ସରସର କପଡା ପିନ୍ଧି
ସମ୍ରାଟ ଆସୁଛି ତାର ସାମ୍ରାଜ୍ୟ ନାହିଁ।

ଆଜିର ଆଂଚଳିକ ସମ୍ୱାଦରେ
ବିଶେଷ କିଛି ସମ୍ୱାଦ ଇ ନାହିଁ
ଥରେ ସ୍ଥାନ ଛାଡିଦେଲେ
ଆଉ ଥରେ ପାଇବାର
ଆଶା ଆଉ ନାହିଁ।

ତପୋବନ, ଟିଟିଲାଗଡ, ବଲାଙ୍ଗିର
13/7/2019

COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success