ଥାଉ, ମହାରାଜ,
ଦିଅ ନି ଆଉ,
ସେ ଟଙ୍କାକିଆ ଚାଉଳ,
ଦିଅ ନି,
ଆଉ କର ନି କଳି ଏମିତି
ସମସ୍ତଙ୍କ ସାମ୍ନାରେ
ତୁଚ୍ଛାଟାରେ ।
ବୁହାଅ ନି ଲୁହ
ଅଯଥାରେ ଆମ ପାଇଁ ।
ସେ ଟଙ୍କାକିଆ ଚାଉଳରେ
କୋଉ ଦୁଃଖଟା ପାଣି ପରି
ବହି ଯାଉଛି ଯେ!
This poem has not been translated into any other language yet.
I would like to translate this poem