1.
ତୁଁଡଟେ ଅଛେ ବଲି
ଜାହାତାହା କହେବ କେଁ?
କଲମଟେ କାଗଜଟେ ଅଛେ ବଲି
ଜାହାପାରି ତାହା ଲେଖବ କେଁ।
ଉଲଟା ଚିହ୍ନୁଛ ଲୋକମାନକେ,
ଆଗକେ ବଢ ଦେଖିଚାହିଁ।
ବଢ ଆଗକେ ଆରୁ ଜଗିକରି ଥ
ନିଜକେ ପରକେ ବାଛବାର ଆଘୁ।
ନିଜେ ଉଠ ନିଜରଠାନୁ ପହେଲା
ଆରୁ ହେତାର ଉତାରୁ ବାଛବ କିର୍ହା ମକରା
ଘର ଦୁଆର ଠନାକୁନା ଚାରିକୁତି ସଭକୁ।
2.
କହେଲା ଜେ ନେଇଁ କହେଲା
କେନ୍ତା ଛୁମେ ମାକଡ ପଡଲା,
ନେଇଁ କହେଲା
କେନ କେନ ଦେଖନାବାଲା,
ନେଇଁ କହେଲା ଝରଲା
ଖେନଠାନୁ ପାଏନ,
ନେଇଁ କହେଲା ଆରୁ
ଭାଗଲା ଠାନ ଛାଡି।
This poem has not been translated into any other language yet.
I would like to translate this poem
Place if identity is with us, right?