ଜିତିବ, ଜିତିବ ତୁମେ,
ପ୍ରଚୁର ଶକ୍ତି ଅଛି ଭିତରେ ତୁମର,
ଶତ୍ରୁ ରହିବ ମୁଣ୍ଡ ଲଇଁ।
ଶୁଣ, ଶୁଣ କହୁଛି ସକାଳର ଏ ପକ୍ଷୀ
ତୁମ ଘରଭିତରର ଝର୍କାରେ ବସି।
ଉଠ, ଉଠ,
ଯେ ଯୋଉଠି ଅଛ ମଣିଷ,
ଉଠ, ଉଠ।
In English;
You would win,
You have enough energy within,
Before you, enemy would bow down.
Listen to the bird
Sitting on your window
It is twittering.
Rise, rise,
Wherever you are, O men,
Rise, rise.
This poem has not been translated into any other language yet.
I would like to translate this poem