1.
ଦୁଷ୍ଟ ଲୋକ ସଙ୍ଗ
ପାଂଚ ପିଢି ଯାଏ
ନର୍କରେ ପକାଏ ।
ନିଜ ଦୁଷ୍କର୍ମ ଆଉ
ଦୁର୍ଭାଗ୍ୟ ନ ଥିଲେ
କୁସଙ୍ଗ ମିଳେ ନା ।
2.
କିଏ କେତେ କଲା ଆଦର
ଆଉ ନ କହ,
ନ କହି କିଛି ଯଦି ସବୁ
ଯାଉଛନ୍ତି ବୁଝି ବଦଳେଇପାର
କଥାର ମାର୍ଗ ।
ସେଇଠି ରହିଛି ଜାଣ ସବୁ ସୂତ୍ର ।
This poem has not been translated into any other language yet.
I would like to translate this poem